ଏବେ ନିର୍ବାଚନ ହେଲେ ଓଡିଶାରେ ୧୨୦ ଆସନରେ ଜିତିବ ଭାରତୀୟ ଜନତା ପାର୍ଟି । କନକ ନ୍ୟୁଜ୍କୁ ସ୍ୱତନ୍ତ୍ର ସାକ୍ଷାତକାର ଦେଇ ଏଭଳି ଦୃଢକ୍ତି ବାଢିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଏପରିକି ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହାଙ୍କ ୧୨୦ ଆସନ ବିଜୟ ଆହ୍ୱାନ ମିଛ ନୁହେଁ ବୋଲି କହିଛନ୍ତି କେନ୍ଦ୍ରମନ୍ତ୍ରୀ । ଧର୍ମେନ୍ଦ୍ର କହିଛନ୍ତି, ଆଗାମୀ ନିର୍ବାଚନରେ ସେ ଓଡିଶାରୁ ନିର୍ବାଚନ ଲଢିବେ । ଏଥିସହ ରାଜ୍ୟରେ ବିଜେଡି ସହ କୌଣସି ପରିସ୍ଥିତିରେ ବି ମେଂଟ ହେବ ନାହିଁ ବୋଲି ସ୍ପଷ୍ଟ କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଦେଖନ୍ତୁ ଧର୍ମେନ୍ଦ୍ର ପ୍ରଧାନଙ୍କ ସହ ସ୍ୱତନ୍ତ୍ର ସାକ୍ଷାତକାର ।
କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ସହ ସ୍ୱତନ୍ତ୍ର ସାକ୍ଷାତକାର !
/kanak/media/post_attachments/wp-content/uploads/2017/08/vlcsnap-2017-08-26-16h40m32s206.png)