ତାରା ପ୍ରସାଦ ବାହିନୀପତିଙ୍କ ସହ ସ୍ୱତନ୍ତ୍ର ସାକ୍ଷାତକାର !

Advertisment
ରାଜ୍ୟ ସରକାରଙ୍କୁ ତାରାଙ୍କ ତୀର ! କୋରାପୁଟ ପିଲାଙ୍କୁ ମିଳୁ ନିଯୁକ୍ତି, ନଚେତ୍ ନକ୍ସଲ ସଂଗଠନରେ ମିଶିବି ।

ସୂର୍ଯ୍ୟଙ୍କ ପରେ ତାରା ଦୋହରାଇଛନ୍ତି ମାଡ଼ତତ୍ତ୍ୱ । ବିଧାନସଭା ମୌସୁମୀ ଅଧିବେଶନ ଶୂନ୍ୟକାଳରେ ପିସି କାରବାର ରୋକିବା ପାଇଁ ମାଡ଼ ସମର୍ଥନରେ ଯୁକ୍ତି ରଖିଛନ୍ତି ତାରା ପ୍ରସାଦ ବାହିନୀପତି । ତୃତୀୟ ମହଲାର ଇଂଗିତରେ ପିସି କାରବାର ଚାଲୁଥିବା କହିଛନ୍ତି ତାରା । ଭଲ ଅଫିସଙ୍କୁ ବଦଳ କରି ଦୁର୍ନୀତିଗ୍ରସ୍ତ ଅଫିସରଙ୍କୁ ନିଯୁକ୍ତି ଦିଆଯାଉଛି । ତେଣୁ ଦୁର୍ନୀତିଗ୍ରସ୍ତ ଅଫିସରଙ୍କୁ ମାଡ଼ ଦରକାର ବୋଲି କହିଛନ୍ତି ବିରୋଧୀ ଦଳ ମୁଖ୍ୟ ସଚେତକ । ଦେଖନ୍ତୁ ତାରା ପ୍ରସାଦଙ୍କ ସହ ସ୍ୱତନ୍ତ୍ର ସାକ୍ଷାତକାର  ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe