ତାରା ପ୍ରସାଦ ବାହିନୀପତିଙ୍କ ସହ ସ୍ୱତନ୍ତ୍ର ସାକ୍ଷାତକାର !

65

ସୂର୍ଯ୍ୟଙ୍କ ପରେ ତାରା ଦୋହରାଇଛନ୍ତି ମାଡ଼ତତ୍ତ୍ୱ । ବିଧାନସଭା ମୌସୁମୀ ଅଧିବେଶନ ଶୂନ୍ୟକାଳରେ ପିସି କାରବାର ରୋକିବା ପାଇଁ ମାଡ଼ ସମର୍ଥନରେ ଯୁକ୍ତି ରଖିଛନ୍ତି ତାରା ପ୍ରସାଦ ବାହିନୀପତି । ତୃତୀୟ ମହଲାର ଇଂଗିତରେ ପିସି କାରବାର ଚାଲୁଥିବା କହିଛନ୍ତି ତାରା । ଭଲ ଅଫିସଙ୍କୁ ବଦଳ କରି ଦୁର୍ନୀତିଗ୍ରସ୍ତ ଅଫିସରଙ୍କୁ ନିଯୁକ୍ତି ଦିଆଯାଉଛି । ତେଣୁ ଦୁର୍ନୀତିଗ୍ରସ୍ତ ଅଫିସରଙ୍କୁ ମାଡ଼ ଦରକାର ବୋଲି କହିଛନ୍ତି ବିରୋଧୀ ଦଳ ମୁଖ୍ୟ ସଚେତକ । ଦେଖନ୍ତୁ ତାରା ପ୍ରସାଦଙ୍କ ସହ ସ୍ୱତନ୍ତ୍ର ସାକ୍ଷାତକାର  ।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ସମ୍ବାଦ ଓ କନକ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ‘ସମ୍ବାଦ’ ଗ୍ରୁପର ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

Comments are closed.