‘ୱାନ୍ ଟୁ ୱାନ’ରେ ଦେଖନ୍ତୁ ବିଜେପି ବିଧାୟିକା ରାଧାରାଣୀ ପଣ୍ଡାଙ୍କ ସହ ସ୍ୱତନ୍ତ୍ର ସାକ୍ଷାତାକାର

Advertisment
‘ୱାନ୍ ଟୁ ୱାନ’ରେ ଦେଖନ୍ତୁ ବିଜେପି ବିଧାୟିକା ରାଧାରାଣୀ ପଣ୍ଡାଙ୍କ ସହ ସ୍ୱତନ୍ତ୍ର ସାକ୍ଷାତାକାର

ସୁନ୍ଦରଗଡରେ ମୁଖ୍ୟମନ୍ତ୍ରୀଙ୍କ ସଭାକୁ ଯାଉଥିବା ମହିଳାଙ୍କୁ ଓଢଣି ଖୋଲିବାକୁ ବାଧ୍ୟ କରିଥିଲା ପୁଲିସ୍ । ଯାହାକୁ ନେଇ ରାଜ୍ୟ ରାଜନୀତିରେ ସୃଷ୍ଟି ହୋଇଥିଲା ହଟ୍ଟଚମଟ । ସେପଟେ ବିଧାନସଭାରେ ମଧ୍ୟ ହଙ୍ଗାମା କରିଛନ୍ତି ବିରୋଧୀ । ଆଉ ମହିଳାଙ୍କ ଓଢଣିରେ ଯେମିତି ଗୁଡେଇ ତୁଡେଇ ହୋଇ ଯାଇଛି ବିଜେଡି । ତେବେ ବିଜେପି ବିଧାୟିକା ରାଧାରାଣୀ ପଣ୍ଡା କହିଛନ୍ତି ତାଙ୍କ ଆଖି ଆଗରେ ମହିଳାଙ୍କୁ କେମିତି ଓଢଣି ଓହ୍ଲାଇବାକୁ କୁହାଯାଇଥିଲା । ଏପରିକି ତାଙ୍କୁ ମଧ୍ୟ କୁହାଯାଇଥିଲା ପିନ୍ଧା ସାଲକୁ ଓହ୍ଲାଇବାକୁ । ଘଟଣା ବିଷୟରେ ଅଧିକ ଜାଣିବା ପାଇଁ ଦେଖନ୍ତୁ ‘ୱାନ୍ ଟୁ ୱାନ’ରେ ଦେଖନ୍ତୁ ରାଧାରାଣୀ ପଣ୍ଡାଙ୍କ ସ୍ୱତନ୍ତ୍ର ସାକ୍ଷାତାକାର  ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe