ସୁନ୍ଦରଗଡରେ ମୁଖ୍ୟମନ୍ତ୍ରୀଙ୍କ ସଭାକୁ ଯାଉଥିବା ମହିଳାଙ୍କୁ ଓଢଣି ଖୋଲିବାକୁ ବାଧ୍ୟ କରିଥିଲା ପୁଲିସ୍ । ଯାହାକୁ ନେଇ ରାଜ୍ୟ ରାଜନୀତିରେ ସୃଷ୍ଟି ହୋଇଥିଲା ହଟ୍ଟଚମଟ । ସେପଟେ ବିଧାନସଭାରେ ମଧ୍ୟ ହଙ୍ଗାମା କରିଛନ୍ତି ବିରୋଧୀ । ଆଉ ମହିଳାଙ୍କ ଓଢଣିରେ ଯେମିତି ଗୁଡେଇ ତୁଡେଇ ହୋଇ ଯାଇଛି ବିଜେଡି । ତେବେ ବିଜେପି ବିଧାୟିକା ରାଧାରାଣୀ ପଣ୍ଡା କହିଛନ୍ତି ତାଙ୍କ ଆଖି ଆଗରେ ମହିଳାଙ୍କୁ କେମିତି ଓଢଣି ଓହ୍ଲାଇବାକୁ କୁହାଯାଇଥିଲା । ଏପରିକି ତାଙ୍କୁ ମଧ୍ୟ କୁହାଯାଇଥିଲା ପିନ୍ଧା ସାଲକୁ ଓହ୍ଲାଇବାକୁ । ଘଟଣା ବିଷୟରେ ଅଧିକ ଜାଣିବା ପାଇଁ ଦେଖନ୍ତୁ ‘ୱାନ୍ ଟୁ ୱାନ’ରେ ଦେଖନ୍ତୁ ରାଧାରାଣୀ ପଣ୍ଡାଙ୍କ ସ୍ୱତନ୍ତ୍ର ସାକ୍ଷାତାକାର ।
‘ୱାନ୍ ଟୁ ୱାନ’ରେ ଦେଖନ୍ତୁ ବିଜେପି ବିଧାୟିକା ରାଧାରାଣୀ ପଣ୍ଡାଙ୍କ ସହ ସ୍ୱତନ୍ତ୍ର ସାକ୍ଷାତାକାର
/kanak/media/post_attachments/wp-content/uploads/2016/12/Capture1.jpg)