‘କାହିଁକି ହେଲି ବାର୍ ଗର୍ଲ’! ଜଣେ ବାର୍ ଡ୍ୟାନ୍ସରର କାହାଣୀ

Advertisment
‘କାହିଁକି ହେଲି ବାର୍ ଗର୍ଲ’! ଜଣେ ବାର୍ ଡ୍ୟାନ୍ସରର କାହାଣୀ

ରାଜଧାନୀରେ ଏଣିକି ବାରରେ ନାଚିବେ ଝିଅ । ମିଳିଲା ବାର ଡାନ୍ସକୁ ଆଇନଗତ ସ୍ୱୀକୃତି । ରାଜଧାନୀର କିଛି ବାରରେ ଡାନ୍ସ କରିବା ପାଇଁ ରାଜ୍ୟ ସରକାରଙ୍କ ମିଳିଛି ଅନୁମତି । ଏହା ସହ ୧୧ ଜଣ ଝିଅଙ୍କୁ ବାରରେ ନାଚିବା ପାଇଁ ମଧ୍ୟ ଅନୁମତି ମିଳିଛି । ତେବେ ଗ୍ରାହକଙ୍କ ପାଇଁ କାହିଁକି ଜଣେ ଯୁବତୀ ଡ୍ୟାନ୍ସ କରିବ ଆଉ କରିବ ମନୋରଞ୍ଜନ ? ଯାହାକୁ ନେଇ ଅନେକ ପ୍ରଶ୍ନ । ଏହି ସବୁ ପ୍ରଶ୍ନର ଉତ୍ତର ଜାଣିବା ପାଇଁ ଦେଖନ୍ତୁ ସାକ୍ଷାତକାରରେ ଜଣେ ଏମିତି ଝିଅର କାହାଣୀ ‘ମୁଁ କାହିଁକି ହେଲି ବାର୍ ଗର୍ଲ’ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe