ପ୍ରକାଶ ପାଇଲା ସିବିଏସସି ଦ୍ଵାଦଶ ପରୀକ୍ଷା ଫଳ । କମାଲ୍ କଲେ ଫିଜନ କଲେଜ ଛାତ୍ରଛାତ୍ରୀ

Advertisment
ପ୍ରକାଶ ପାଇଲା ସିବିଏସସି ଦ୍ଵାଦଶ ପରୀକ୍ଷା ଫଳ । କମାଲ୍ କଲେ ଫିଜନ କଲେଜ ଛାତ୍ରଛାତ୍ରୀ

କନକ ବ୍ୟୁରୋ: ସଦ୍ୟ ପ୍ରକାଶିତ ସିବିଏସସି ଦ୍ଵାଦଶ ପରୀକ୍ଷା ଫଳରେ ୯୩.୮ ପ୍ରତିଶତ ମାର୍କ ରଖି ଏ ପ୍ରଶାନ୍ତ ଫ୍ୟୁଜନ କଲେଜ ଟପ୍ପର ହୋଇଛନ୍ତି। ସେହିପରି ଦ୍ବିତୀୟରେ ସ୍ମୁର୍ତିଶ୍ରୀ ରଣା ୯୧.୨ ପ୍ରତିଶତ ମାର୍କ ରହିଥିବା ବେଳେ ନଜିଶ୍ମିତା ନାୟକ ୮୪.୮ ପ୍ରତିଶତ ମାର୍କ ରଖି ତୃତୀୟ ସ୍ଥାନରେ ରହିଛନ୍ତି ।

ବିଦ୍ୟାଳୟର ଛାତ୍ରଛାତ୍ରୀ ଏହି ସଫଳତା ହାସଲ କରିଥିବାରୁ ବିଦ୍ୟାଳୟର ଅଧ୍ୟକ୍ଷ ରବି ରାଜ ଏବଂ ସ୍କୁଲର ଅଧ୍ୟକ୍ଷ କୁମାର ନିଧି ସମସ୍ତ ଛାତ୍ରଛାତ୍ରୀ ତଥା ସ୍କୁଲର ଅନ୍ୟ ଶିକ୍ଷକ ଶିକ୍ଷୟତ୍ରୀଙ୍କୁ ଅଭିନନ୍ଦନ ଜଣାଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe