କନକ ବ୍ୟୁରୋ : ମାଟ୍ରିକ୍ ପରୀକ୍ଷାରେ ୪୬ ହଜାର ପରୀକ୍ଷାର୍ଥୀ ଅନୁପସ୍ଥିତ୍ତ ରହିବା ଘଟଣା । ସାମ୍ନାକୁ ଆସିଲା ବୋର୍ଡ ସଭାପତି ରାମାଶିଷ ହାଜରାଙ୍କ ପ୍ରତିକ୍ରିୟା । ସେ କହିଛନ୍ତି, ଏନେଇ ଆମ ପାଖରେ କୌଣସି ନିର୍ଦ୍ଦିଷ୍ଟ ତଥ୍ୟ ନାହିଁ । ସବୁ ବିଷୟ ପରୀକ୍ଷା ଶେଷ ପରେ ହିଁ କେତେ ପିଲା ଅନୁପସ୍ଥିତ ଜଣାପଡିବ । ଏବେଯାଏଁ ପରୀକ୍ଷା ଦେଇନଥିବା ପିଲା ଅନ୍ୟ ବିଷୟ ପରୀକ୍ଷା ଦେଇପାରନ୍ତି । ପରୀକ୍ଷାରେ ଅନୁପସ୍ଥିତ ରହିବା ସେମାନଙ୍କ ବ୍ୟକ୍ତିଗତ କାରଣ । ଅନୁପସ୍ଥିତି ପରୀକ୍ଷାର୍ଥୀ ପେକ୍ ପରୀକ୍ଷାର୍ଥୀ ବୋଲି କହିବା ଠିକ୍ ହେବନି ।
ପରୀକ୍ଷାରେ ପରୀକ୍ଷାର୍ଥୀ ଅନୁପସ୍ଥିତି ଘଟଣା : କଣ କହିଲେ ବୋର୍ଡ ସଭାପତି ଜାଣନ୍ତୁ...
/kanak/media/post_attachments/wp-content/uploads/2022/05/matric-exam-results-1.jpg)
Advertisment
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)