କନକ ବ୍ୟୁରୋ: ପରଲୋକରେ ପୂର୍ବତନ ପୂର୍ବତନ ପୋଲିସ ଆଇଜି ଅନାଦି ସାହୁ । ୮୩ ବର୍ଷ ବୟସରେ ଶେଷ ନିଃଶ୍ୱାସ ତ୍ୟାଗ । ଜଣେ ଦକ୍ଷ ପୋଲିସ ଅଧିକାରୀ ଭାବେ ଥିଲେ ପରିଚିତ । ଏହାସହ ଜଣେ ଅଭିଜ୍ଞ ରାଜନେତା ଭାବରେ ମଧ୍ୟ ତାଙ୍କର ଅଭିଜ୍ଞତା ରହିଛି । ଅନାଦି ଚରଣ ସାହୁ ଭାରତୀୟ ଜନତା ପାର୍ଟିର ଜଣେ ବରିଷ୍ଠ ରାଜନୀତିଜ୍ଞ ଥିଲେ । ୧୯୯୯ ମସିହା ସାଧାରଣ ନିର୍ବାଚନରେ ସେ ବ୍ରହ୍ମପୁର ବିଧାନ ସଭା ନିର୍ବାଚନ ମଣ୍ଡଳୀରୁ ଲୋକସଭାକୁ ନିର୍ବାଚିତ ହୋଇଥିଲେ ।
ପରଲୋକରେ ପୂର୍ବତନ ପୋଲିସ ଆଇଜି ଅନାଦି ସାହୁ । ୮୩ ବର୍ଷ ବୟସରେ ଶେଷ ନିଃଶ୍ୱାସ ତ୍ୟାଗ ।
/kanak/media/post_attachments/wp-content/uploads/2024/01/13-26.jpg)
Advertisment
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)