ପୁରୀରେ ପୁଣିଥରେ ଆରମ୍ଭ ହେଲା ଉଚ୍ଛେଦ ପ୍ରକ୍ରିୟା : ଶ୍ରୀମନ୍ଦିରର ୭୫ମିଟର ବଳୟରେ ଥିବା ଅବଶିଷ୍ଟ ଘରକୁ ଉଚ୍ଛେଦ କରୁଛି ପ୍ରଶାସନ

106

କନକ ବ୍ୟୁରୋ : ପୁରୀରେ ପୁଣିଥରେ ଉଚ୍ଛେଦ ଅଭିଯାନ ଆରମ୍ଭ ହୋଇଛି । ଶ୍ରୀମନ୍ଦିରର ୭୫ମିଟର ବଳୟରେ ଥିବା ଅବଶିଷ୍ଟ ଘରକୁ ଉଚ୍ଛେଦ କରାଯାଇଛି । ବାସେଳୀ ସାହି ମୌଜା ଅଂଚଳରେ ପ୍ରଶାସନ ପକ୍ଷରୁ ଉଚ୍ଛେଦ ଜାରି ରହିଛି । ବାସେଳୀ ଠାକୁରାଣୀଙ୍କ ନିକଟରେ ଥିବା ଘର ଉଚ୍ଛେଦ କରାଯାଇଛି । କଡା ସୁରକ୍ଷା ଭିତରେ ପୁରୀ ଉପଜିଲ୍ଲାପାଳଙ୍କ ଉପସ୍ଥିତିରେ ଆଗେଇ ଚାଲିଛି ଉଚ୍ଛେଦ କାମ ।