କନକ ବ୍ୟୁରୋ : ବର୍ଷରେ ଥରେ ଲୋକସେବା ଭବନ ଉଦ୍ୟାନ ବୁଲିବା ସବୁ ଲୋକଙ୍କର ଇଚ୍ଛା । ଏନେଇ ରାଜ୍ୟ ସରକାର ଆସନ୍ତା କାଲି ରବିବାର ଠାରୁ ଲୋକସେବା ଭବନର ଉଦ୍ୟାନ ସର୍ବସାଧାରଣଙ୍କ ପାଇଁ ଖୁଲିବାକୁ ଯାଉଛନ୍ତି । ଚଳିତମାସ ପ୍ରତି ଛୁଟିଦିନରେ ଏହି ଉଦ୍ୟାନ ସର୍ବସାଧାରଣଙ୍କ ପାଇଁ ଖୋଲା ରହିବ । ଜନସାଧାରଣ ଏହି ଦିନମାନଙ୍କରେ ଅପରାହ୍ନ ୩.୩୦ ରୁ ସନ୍ଧ୍ୟା ୫.୩୦ ପର୍ଯ୍ୟନ୍ତ ଦୁଇଘଣ୍ଟା ପାଇଁ ଏହି ଉଦ୍ୟାନ ବୁଲିପାରିବେ ।
ଜାନୁଆରୀ ମାସ ଛୁଟି ଦିନରେ ସର୍ବସାଧାରଣଙ୍କ ପାଇଁ ଖୋଲା ରହିବ ଲୋକସେବା ଭବନ ଉଦ୍ୟାନ । ଆସନ୍ତା କାଲି ରବିବାର ଠାରୁ ଆରମ୍ଭ
/kanak/media/post_attachments/wp-content/uploads/2024/01/Untitled-1-8.jpg)