ସମ୍ବାଦ ଭବନରେ ହାର୍ଡଡିସ୍କ ସିଜ୍ କଲା ଇଓଡବ୍ଲୁ: ବିନା ୱାରେଣ୍ଟରେ ସର୍ଚ୍ଚ ଓ ସିଜ କରୁଛନ୍ତି ଇଓଡବ୍ଲୁ ଅଧିକାରୀ

835

କନକ ବ୍ୟୁରୋ: ସମ୍ବାଦ ଭବନରେ ହାର୍ଡଡିସ୍କ ସିଜ୍ କଲା ଇଓଡବ୍ଲୁ । ଆଜିଯାଏଁ ହୋଇଥିବା ଅଭିଯୋଗର ଏଫଆଇଆର କପି ଦିଆଯାଇନାହିଁ । ବିନା ୱାରେଣ୍ଟରେ ସର୍ଚ୍ଚ ଓ ସିଜ କରୁଛନ୍ତି ଇଓଡବ୍ଲୁ ଅଧିକାରୀ । ସିଜ୍ ହେଉଥିବା ହାର୍ଡଡିସ୍କ କପି ପାଇଁ ଦିଆଯାଇନାହିଁ ସୁଯୋଗ । ଗତ ୫ ଦିନ ହେଲା ଇଓଡବ୍ଲୁ ତଦନ୍ତରେ ସମ୍ପୂର୍ଣ୍ଣ ସହଯୋଗ କରୁଛି ସମ୍ବାଦ । ସମ୍ପୂର୍ଣ୍ଣ ସହଯୋଗ ପରେ ବଳପୂର୍ବକ ଚାଲିଛି ସିଜ୍ ।