‘ମହିଳା କେବଳ ସାଥିରେ ଶୋଇବା ପାଇଁ ଠିକ୍ ’ ! ବିବାଦୀୟ ଟିପ୍ପଣୀ ଦେଇ ଅଡୁଆରେ ଅଭିନେତା

‘ମହିଳା କେବଳ ସାଥିରେ ଶୋଇବା ପାଇଁ ଠିକ୍ ’ ! ବିବାଦୀୟ ଟିପ୍ପଣୀ ଦେଇ ଅଡୁଆରେ ଅଭିନେତା

source-http://navbharattimes.indiatimes.com

ଜଣାଶୁଣା ତେଲୁଗୁ ଅଭିନେତା ଚଳାପତି ରାଓ ଏବେ ଆଇନରେ ଛନ୍ଦି ହୋଇଯାଇଛନ୍ତି । ତାଙ୍କ ନାଁରେ ପୁଲିସରେ ଏତଲା ଦିଆଯାଇଛି । ମଙ୍ଗଳବାର ଦିନ ମହିଳାଙ୍କ ବିଷୟରେ ଦେଇଥିବା ଅଭଦ୍ରୋଚିତ ଟିପ୍ପଣୀକୁ ନେଇ ଚାରିଆଡେ ଆଲୋଚନା ।

ପୁଲିସ ସୂତ୍ରରୁ ଜଣା ଯେ ,ଏହି ଅଭିନେତାଙ୍କ ବିରୁଦ୍ଧରେ ସରୁରନଗର ପୁଲିସ୍ ଷ୍ଟେସନରେ ଏତଲା ଦିଆଯାଇଛି । ଏହି ଅଭିନେତା ହାଇଦ୍ରାବାଦର ଏକ ଫିଲ୍ମ ଫଙ୍କସନରେ ମହିଳାଙ୍କୁ ନେଇ ଅଭଦ୍ର ଟିପ୍ପଣୀ ଦେଇଥିଲେ । ଯେଉଥି ପାଇଁ ତାଙ୍କ ନାଁରେ ଆଇପିସି ଧାରା ୩୫୪ଏ(୪) ଓ ୫୦୯ ଅନୁସାରେ କେସ୍ ଦିଆଯାଇଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe