ପୋଷାକ ଦେଲା ଧୋକ୍କା ! ସୁଟିଂ ସେଟରେ ସଂପୂର୍ଣ୍ଣ ଉଲଗ୍ନ ହୋଇ ଯାଇଥିଲେ ବଲିଉଡର ଏହି ନାୟିକା

76

ଆଜିକାଲି ବଲିଉଡର ନାୟିକାମାନେ ନିଜକୁ ଟ୍ରେଣ୍ଡି ଦେଖାଇହେବା ପାଇଁ ବିଭିନ୍ନ ଢଙ୍ଗର ପୋଷାକମାନ ପିନ୍ଧୁଥିବାର ଆପଣ ଦେଖୁଥିବେ । ଆଉ ଯେଉଁଥି ପାଇଁ ତାଙ୍କୁ ଅନେକ ସମୟରେ ବହୁ ହଟହଟ୍ଟାର ଶିକାର ମଧ୍ୟ ହେବାକୁ ପଡିଛି । ତେବେ ଏଯାବତ୍ ଅନେକ ନାୟିକା ଏହି ପରିସ୍ଥିତିର ସାମ୍ନା ହୋଇଛନ୍ତି । ଯାହାର ଭିଡିଓ ମଧ୍ୟ ସୋସିଆଲ ମିଡିଆରେ ଭାଇରାଲ ହୋଇଛି । ଆପଣ ଜାଣିଲେ ଚକିତ ହେବେ ଏହାର ଶିକାର ୮୦ ଦଶକର ଜଣେ ନାୟିକା ମଧ୍ୟ ହୋଇଥିଲେ । ଆଉ ତାହା ଏଭଳି ଖତରନାକ ଥିଲା ଯେ ଯାହାକୁ ଇତିହାସ ଭଳି ଲୋକେ ମନେ ରଖିଛନ୍ତି । ତେବେ ସେହି ନାୟିକା ଜଣଙ୍କ ଆଉ କେହି ନୁହଁନ୍ତି ସେ ହେଲେ ଡିମ୍ପଲ କପାଡିଆ । ଆଉ ତାଙ୍କ ସହ ଏହି ଦୁର୍ଘଟଣା ଘଟିଥିଲା ସିନେମା ‘ସାଗର’ର ସୁଟିଂ ସମୟରେ ।

ସୂଚନା ମୁତାବକ, ସିନେମା ‘ସାଗର’ରେ ଡିମ୍ପଲ ଋଷି କପୁରଙ୍କ ସହ ନଜର ଆସିଥିଲେ । ଆଉ ଏହି ସିନେମା ଯୋଗେ ଦେଖିବାକୁ ମିଳିଥିଲା ଡିମ୍ପଲଙ୍କ ବୋଲ୍ଡ ଅବତାର । ତେବେ ଏହି ସିନେମାରେ ଡିମ୍ପଲ ମଧ୍ୟ ଅନେକ ପୁରସ୍କାର ମଧ୍ୟ ପାଇଥିଲେ । କିନ୍ତୁ ତାଙ୍କ ସହ ଏହି ଦୁର୍ଘଟଣା ଘଟିଥିଲା ଯେତେବେଳେ ସେ ଏକ ଗାଧୋଇବା ସିନର ସୁଟିଂ କରୁଥିଲେ । ତେବେ ସୁଟିଂ ଚାଲିଥିବା ସମୟରେ ସେ ପିନ୍ଧିଥିବା ପୋଷାକଟି ସଂପୂର୍ଣ୍ଣ ଖୋଲି ଯାଇଥିଲା । ଯାହାକୁ ଦେଖି ସେଟରେ ଉପସ୍ଥିତ ଥିବା ଲୋକଙ୍କ ମୁହଁ ଲଜ୍ଜାରେ ତଳକୁ ହୋଇଯାଇଥିଲା । ଆପଣ ଜାଣିଲେ ଆଶ୍ଚର୍ଯ୍ୟ ହେବେ ଏହାର ଭିଡିଓ ମଧ୍ୟ ଇଂଟରମେଟରେ ଭାଇରାଲ ହୋଇଯାଇଥିଲା । ତେବେ ସିନେମାରେ ଡିମ୍ପଲ ଋଷିଙ୍କ ସହ ଅନେକ କିସ୍ ସିନ୍ ମଧ୍ୟ ଦେଇଥିଲେ ।

ଏଠାରେ ଆମେ କହି ରଖୁଛୁ କି, ଡିମ୍ପଲ ୧୯୮୨ରେ ରାଜେଶ ଖନ୍ନାଙ୍କୁ ସହ ବିବାହ କରିବା ସହ ସିନେମା ଜଗତକୁ ସବୁଦିନ ପାଇଁ ବାଏ ବାଏ କରିଦେଇଥିଲେ । କିନ୍ତୁ ୧୯୮୫ରେ ସେ ପୁଣି ଥରେ ବଲିଉଡକୁ ଫେରିଥିଲେ । ଆଉ ଏହି ସିନେମାଟିକୁ କରିଥିଲେ ।