ସିନେମା ହଲରେ ନୁହେଁ ବରଂ ଘରେ ବସି ଦେଖିପାରିବେ ସିନେମା ‘ବାହୁବଳୀ-ଟୁ’ ! ନିର୍ଦ୍ଦେଶକ ଏସ୍ ରାଜମୌଲୀଙ୍କ ସୂଚନା

ସିନେମା ହଲରେ ନୁହେଁ ବରଂ ଘରେ ବସି ଦେଖିପାରିବେ ସିନେମା ‘ବାହୁବଳୀ-ଟୁ’  ! ନିର୍ଦ୍ଦେଶକ ଏସ୍ ରାଜମୌଲୀଙ୍କ ସୂଚନା

ସିନେମା ହଲରେ ନୁହେଁ ବରଂ ଘରେ ବସି ମଧ୍ୟ ଦେଖିପାରିବେ ‘ବାହୁବଳୀ-ଟୁ’ ସିନେମାକୁ । ତେବେ ‘ବାହୁବଳୀ-ଟୁ’କୁ ନେଇ ଏଭଳି ଏକ ଖବର ଶୁଣିବାକୁ ମିଳିଛି । ତାଜା ସୂଚନା ଅନୁସାରେ, ବାହୁବଳୀର କାହାଣୀକୁ ଦର୍ଶକ କେବଳ ସିନେମା ହଲରେ ଦେଖିବେ ନାହିଁ ଏହାର କାରଣ ହେଲା ବାହୁବଳୀକୁ ନେଇ ଏକ ଧାରାବହିକ ମଧ୍ୟ ନିର୍ମାଣ କରାଯାଉଛି । ତେବେ ପାଖାପାଖି ୧୦ରୁ ୧୩ଟି ଏପିସୋଡ ମଧ୍ୟରେ ଏହି ଧାରାବାହିକଟିକୁ ନିର୍ମାଣ କରାଯିବ । ଯାହାର ସୂଚନା ଖୋଦ୍ ‘ବାହୁବଳୀ-ଟୁ’ର ନିର୍ଦ୍ଦେଶକ ଏସ୍ ରାଜମୌଲୀ ସୂଚନା ଦେଇଛନ୍ତି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe