ସିନେମା ହଲରେ ନୁହେଁ ବରଂ ଘରେ ବସି ମଧ୍ୟ ଦେଖିପାରିବେ ‘ବାହୁବଳୀ-ଟୁ’ ସିନେମାକୁ । ତେବେ ‘ବାହୁବଳୀ-ଟୁ’କୁ ନେଇ ଏଭଳି ଏକ ଖବର ଶୁଣିବାକୁ ମିଳିଛି । ତାଜା ସୂଚନା ଅନୁସାରେ, ବାହୁବଳୀର କାହାଣୀକୁ ଦର୍ଶକ କେବଳ ସିନେମା ହଲରେ ଦେଖିବେ ନାହିଁ ଏହାର କାରଣ ହେଲା ବାହୁବଳୀକୁ ନେଇ ଏକ ଧାରାବହିକ ମଧ୍ୟ ନିର୍ମାଣ କରାଯାଉଛି । ତେବେ ପାଖାପାଖି ୧୦ରୁ ୧୩ଟି ଏପିସୋଡ ମଧ୍ୟରେ ଏହି ଧାରାବାହିକଟିକୁ ନିର୍ମାଣ କରାଯିବ । ଯାହାର ସୂଚନା ଖୋଦ୍ ‘ବାହୁବଳୀ-ଟୁ’ର ନିର୍ଦ୍ଦେଶକ ଏସ୍ ରାଜମୌଲୀ ସୂଚନା ଦେଇଛନ୍ତି ।
ସିନେମା ହଲରେ ନୁହେଁ ବରଂ ଘରେ ବସି ଦେଖିପାରିବେ ସିନେମା ‘ବାହୁବଳୀ-ଟୁ’ ! ନିର୍ଦ୍ଦେଶକ ଏସ୍ ରାଜମୌଲୀଙ୍କ ସୂଚନା
/kanak/media/post_attachments/wp-content/uploads/2017/04/bahubali_2.png)
Advertisment
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)