ତାଜା ସୂଚନା ମୁତାବକ, କରଣ ଜୋହର ପ୍ରଭାସଙ୍କୁ ତାଙ୍କ ସିନେମାରେ ଆଣିବାକୁ ଚାହିଁଛନ୍ତି । ଏଥିପାଇଁ ସେ ବାହୁବଳୀର ନିର୍ଦ୍ଦେଶକ ଏସଏସ୍ ରାଜମୌଲୀଙ୍କ ସହ ମିଶି ଏକ ହିନ୍ଦୀ ସିନେମା ନିର୍ମାଣ କରିବା ପାଇଁ ଯୋଜନା କରୁଛନ୍ତି । ଏବଂ ଏହି ସିନେମା ଜରିଆରେ ହିଁ ପ୍ରଭାସ ବଲିଉଡ ଜଗତରେ ପ୍ରବେଶ କରିବାକୁ ଯାଉଛନ୍ତି ।
ତେବେ ଏହି ସିନେମାର ନିର୍ଦ୍ଦେଶକ ହେଉଛନ୍ତି ରାଜମୌଲୀ ଏବଂ କରଣ ଜୋରହ ପ୍ରଯୋଜକ ହେବେ ବୋଲି ସୂଚନା ମିଳିଛି । ଯଦିଓ ସିନେମାକୁ ନେଇ କୌଣସି ଅଧିକ ସୂଚନା ମିଳିପାରି ନାହିଁ ତେବେ ଏହି ସିନେମାରେ ପ୍ରଭାସଙ୍କୁ ଆକ୍ସନ ଅବତାରରେ ଦେଖିବାକୁ ମିଳିବ ବୋଲି ମିଳିଥିବା ସୂଚନାରୁ ଜଣାପଡିଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2017/04/Prabhas.jpg)