ଗତବର୍ଷଭାରତରେଚହଳସୃଷ୍ଟିକରିଥିବାଚଳଚ୍ଚିତ୍ର ‘ବାହୁବଳୀ-୨: ଦକନ୍କ୍ଲୁଜନ୍’ ଏବର୍ଷଚୀନରେମାତ୍ରଦିନକେତେଟାପାଇଁନିଜରଜଲଓ୍ଵାଦେଖାଇବାରେସମର୍ଥହୋଇଥିଲା।ତା’ପରେଏକଦମ୍ ମାନ୍ଦା।ଚଳଚ୍ଚିତ୍ରଟିରିଲିଜ୍ ହେବାରପ୍ରଥମଦିନରେହିଁ୨.୪୩ମିଲିୟନ୍ ଡଲାରଅର୍ଥାତ୧୬.୨୪କୋଟିବ୍ୟବସାୟକରିଚର୍ଚ୍ଚାପାଲଟିଥିଲା।ଏହାପ୍ରଥମଦିନରୁହିଁସଲମାନଙ୍କ ‘ବଜରଙ୍ଗୀଭାଇଜାନ୍’ଠାରୁଭଲବ୍ୟବସାୟକରିଥିଲାବୋଲିଜାଣିବାକୁମିଳିଥିଲା।
ଦ୍ୱିତୀୟଦିନରେଆହୁରିଭଲବ୍ୟବସାୟକରିଥିଲା ‘ବାହୁବଳୀ-୨’ ଦ୍ୱିତୀୟଦିନରେ ‘ବାହୁବଳୀ-୨’ ୨.୯୪ମିଲିୟନ୍ ଡଲାରଅର୍ଥାତ୧୬.୬୪କୋଟିରୋଜଗାରକରିରେକର୍ଡକରିଥିଲା।ମାତ୍ରଜାଣିରଖନ୍ତୁଯେଯେଉଁଭଳିଭାବେଆରମ୍ଭରେଚଳଚ୍ଚିତ୍ରଟିଚାଇନାମାର୍କେଟରେନିଜରଯାଦୁଚଳାଇଥିଲାତାହାକୁବଜାୟରଖିପାରିନାହିଁ।ଅନ୍ୟବଲିଉଡ୍ ଚଳଚ୍ଚିତ୍ରତୁଳନାରେଏହିରେକର୍ଡସୃଷ୍ଟିକାରୀଚଳଚ୍ଚିତ୍ରଟିନୈରାଶ୍ୟଜନକବ୍ୟବସାୟକରିଛି।
ଉଲ୍ଲେଖଯୋଗ୍ୟ, ନିର୍ଦ୍ଦେଶକଏସ୍ ଏସ୍ ରାଜମୈଲୀଙ୍କନିର୍ଦ୍ଦେଶିତଚଳଚ୍ଚିତ୍ର ‘ବାହୁବଳୀ-୨’।ଗତବର୍ଷସିନାଭରତରେଚହଳପକାଇଥିଲା।ଏବର୍ଷଚଳଚ୍ଚିତ୍ରଟିମେ୪ତାରିଖରେଚୀନରେଏହିଚଳଚ୍ଚିତ୍ରଟିପରଦାରେଆସିଛି।ଚଳଚ୍ଚିତ୍ରଟିରିଲିଜ୍ ପରେବ୍ୟବସାୟିକରେକର୍ଡସୃଷ୍ଟିକରିବବୋଲିତନିର୍ଦ୍ଦେଶକଆଶାରଖିଥିଲେ।ମାତ୍ରଖୁସିରକଥାହେଉଛିଚଳଚ୍ଚିତ୍ରଟିରିଲିଜ୍ ପୂର୍ବରୁହିଁଏହାରରେକର୍ଡସୃଷ୍ଟିକରିସାରିଛି।ଚଳଚ୍ଚିତ୍ରଟିଚୀନରେ୭୦୦୦ରୁଊର୍ଧ୍ୱପରଦାରେରିଲିଜ୍ ହେଉଛି।ଚଳଚ୍ଚିତ୍ରଟିଦେଖିବାପାଇଁଦର୍ଶକଙ୍କଭିତରେପ୍ରବଳଉତ୍ସୁକତାରହିଥିଲା।୨ଲକ୍ଷ୫୦ହଜାରଡଲାରରଆଗୁଆଟିକେଟ୍ ବୁକିଂମଧ୍ୟହୋଇଥିଲାବୋଲିଜାଣିବାକୁମିଳିଛି।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2018/05/1497158871_bahubali-2.jpg)
/kanak/media/post_attachments/wp-content/uploads/2018/05/Bahubali-P-040517-300x205.jpg)
/kanak/media/post_attachments/wp-content/uploads/2018/05/bahubali-300x157.jpg)