ବଲିଉଡ୍ ଅଭିନେତ୍ରୀ ମନିଷା କୋଇରାଲା । ସାତ ବର୍ଷ ପୂର୍ବେ କରିଥିବା ବିବାହ ଓ ପରେ ଦୁଇ ବର୍ଷ ପରେ ବିଚ୍ଛେଦକୁ ନେଇ ଏବେ ଖୁବ୍ ଅବଶୋଷ କରିଛନ୍ତି । ବିଚାର ନକରି ନିଜର ଏହି ବିବାହ ନିଷ୍ପତ୍ତି ତାଙ୍କର ବଡ ଭୁଲ୍ ଥିଲା ବୋଲି କହିଛନ୍ତି ଏହି ଅଭିନେତ୍ରୀ ।
ଏବେ ନିଜର ଆଗାମୀ ଫିଲ୍ମ ‘ଡିୟର ମାୟା’ର ପ୍ରମୋଶନ ବେଳେ ନବଭାରତ ଟାଇମ୍ସ ଡଟ୍ କମ୍ କୁ ମନିଷା କହିଛନ୍ତି ମନର କଥା । ଆଗପଛ ବିଚାର ନକରି ଜୀବନରେ ଏତେ ବଡ ନିଷ୍ପତ୍ତି ନେଇ ସେ ଖୁବ୍ ଅନୁଶୋଚନା କରିଛନ୍ତି । ନିଜର ବିବାହ ନିଷ୍ପତ୍ତିକୁ ଭୁଲ ବୋଲି କହିଛନ୍ତି । ୨୦୧୦ ମସିହାରେ ମନିଷା କୋଇରାଲା ନେପାଳର ଜଣେ ବ୍ୟବସାୟୀ ସମ୍ରାଟ ଦହଲଙ୍କୁ ବିବାହ କରିଥିଲେ । ବିବାହରେ ୨ ବର୍ଷ ପରେ ୨୦୧୨ରେ ସେ ଛାତ୍ରପତ୍ର ଦେଇଥିଲେ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2017/05/manisha.jpg)