ହିନ୍ଦି ସିନେମାର ହ୍ୟାଣ୍ଡସମ ହଙ୍କ୍ ବିନୋଦ ଖାନ୍ନା । ଗତ ଗୁରୁବାର ଦିନ ଛାଡିଛନ୍ତି ଏ ପାର୍ଥିବ ଶରୀର । କ୍ୟାନସର ରୋଗରେ ପୀଡିତ ହୋଇ ଜୀବନ ଯୁଦ୍ଧରେ ହାରିଗଲେ ଏହି ପ୍ରସିଦ୍ଧ ଅଭିନେତା । ତାଙ୍କର ମୃତ୍ୟୁ ପରେ ପରେ ପ୍ରଶଂସକମାନେ ରୋମନ୍ଥିତ କରୁଛନ୍ତି ତାଙ୍କର ଅଭିନୟକୁ ଓ ପ୍ରିୟ ବିନୋଦ ଖାନ୍ନାଙ୍କୁ ।
ଏବେ ବିନୋଦଙ୍କ ଏକ ନୃତ୍ୟ ଭିଡିଓ ଖୁବ୍ ଲୋକପ୍ରିୟ ହୋଇଛି ସୋସିଆଲ ମିଡିଆରେ । ପାକିସ୍ତାନୀ ପ୍ରଶଂସକଙ୍କ ଦ୍ୱାରା ବିନୋଦଙ୍କ ମୃତ୍ୟୁ ପରେ ଏହାକୁ ସୋସିଆ ମିଡିଆରେ ସେୟାର ହୋଇଛି । ଏହା ଏକ ପାକିସ୍ତାନୀ କାର୍ଯ୍ୟକ୍ରମର । ଯେଉଁଠି ବିନୋଦ ଖାନ୍ନା ଅଭିନେତ୍ରୀ ରେଖାଙ୍କ ସହ ନୃତ୍ୟ କରିଥିଲେ । ସେଠାରେ ମଧ୍ୟ ଆବିଦା ପରବିନ୍ ଓ ପୂର୍ବ ପାକିସ୍ତାନ କ୍ରିକେଟ ଷ୍ଟାର୍ ଇମରାନ ବି ଥିଲେ ।
ଏହା ସହ ଦେଖନ୍ତୁ ଏହି ଭିଡିଓ -
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2017/05/rekha-vinod.jpg)