ବେଡରୁମରେ କାହାକୁ ସେକ୍ସି କହିବା ଠିକ୍ ! ବୋର୍ଡରୁମରେ ନୁହେଁ : ଟ୍ୱିଙ୍କିଲ୍ ଖାନା

157

ବଲିଉଡ୍ ଅଭିନେତ୍ରୀ ଟ୍ୱିଙ୍କିଲ୍ ଖାନା । ମହିଳାଙ୍କ ସମ୍ମାନକୁ ନେଇ ଏକ ଭାବନାତ୍ମକ ପ୍ରତିକ୍ରିୟା ଦେଇଛନ୍ତି । କୈାଣସି ମହିଳାଙ୍କୁ ବେଡରୁମରେ ସେକ୍ସି କହିବା ଠିକ୍ ,ହେଲେ ବୋର୍ଡରୁମରେ ନୁହେଁ

ଅଭିନେତ୍ରୀ ଟ୍ୱିଙ୍କିଲ ପୁରୁଷଙ୍କ ଉଦ୍ଦେଶ୍ୟରେ କହିଛନ୍ତି , ଯଦି ଅଫିସ ବା କର୍ମକ୍ଷେତ୍ରରେ ତାଙ୍କୁ କୈାଣସି ମହିଳା ପସନ୍ଦ ଆସେ , ତାହେଲେ ସମ୍ମାନର ସହ ବାହାରକୁ ଡ୍ରିଙ୍କ ପାଇଁ ଡାକି ପାରନ୍ତି । ଯଦି ସେ ମହିଳା ମନା କରନ୍ତି ତ , ତାଙ୍କୁ ତାଙ୍କ ସ୍ଥାନରେ ଛାଡି ଦେବା ଭଲ ।