ବଲିଉଡ୍ ଅଭିନେତ୍ରୀ ଟ୍ୱିଙ୍କିଲ୍ ଖାନା । ମହିଳାଙ୍କ ସମ୍ମାନକୁ ନେଇ ଏକ ଭାବନାତ୍ମକ ପ୍ରତିକ୍ରିୟା ଦେଇଛନ୍ତି । କୈାଣସି ମହିଳାଙ୍କୁ ବେଡରୁମରେ ସେକ୍ସି କହିବା ଠିକ୍ ,ହେଲେ ବୋର୍ଡରୁମରେ ନୁହେଁ ।
ଅଭିନେତ୍ରୀ ଟ୍ୱିଙ୍କିଲ ପୁରୁଷଙ୍କ ଉଦ୍ଦେଶ୍ୟରେ କହିଛନ୍ତି , ଯଦି ଅଫିସ ବା କର୍ମକ୍ଷେତ୍ରରେ ତାଙ୍କୁ କୈାଣସି ମହିଳା ପସନ୍ଦ ଆସେ , ତାହେଲେ ସମ୍ମାନର ସହ ବାହାରକୁ ଡ୍ରିଙ୍କ ପାଇଁ ଡାକି ପାରନ୍ତି । ଯଦି ସେ ମହିଳା ମନା କରନ୍ତି ତ , ତାଙ୍କୁ ତାଙ୍କ ସ୍ଥାନରେ ଛାଡି ଦେବା ଭଲ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2017/03/twinkle.jpg)