ସୁଟିଂ ସେଟକୁ କାହିଁକି ଆସିଲେ ପତ୍ନୀ ! ଚମକି ପଡିଲେ ସୁନୀଲ ସେଟ୍ଟୀ

Advertisment
ସୁଟିଂ ସେଟକୁ କାହିଁକି ଆସିଲେ ପତ୍ନୀ ! ଚମକି ପଡିଲେ ସୁନୀଲ ସେଟ୍ଟୀ

source-http://navbharattimes.indiatimes.com

ଅଭିନେତା ସୁନୀଲ ସେଟ୍ଟୀ । ନିଜର ଏକ ଟିଭି ଶୋ’ ସୁଟିଂ ସମୟରେ ଅଚାନକ ନିଜ ସ୍ତ୍ରୀକୁ ଦେଖି ଚମକି ପଡିଲେ । ହଠାତ୍ କାହିଁକି ସେ ଏଠି ବୋଲି ଭାବିଲେ । ପରେ ଅସଲ କାରଣ ଜାଣିପାରିଲେ ।

ଅନ୍ନା ନାମରେ ପରିଚିତ ସୁନୀଲ ଏହି ସମୟରେ ରିୟଲିଟି ଷ୍ଟଣ୍ଟ ଶୋ’ ‘ଇଣ୍ଡିଆଜ୍ ଅସଲ ଚମ୍ପିୟନ... ହେ ଦମ୍ ’ର ସୁଟିଂ କରୁଛନ୍ତି । ସୁନୀଲ ଟ୍ୱିଟ୍ କରି କହିଛନ୍ତି –‘ଯେତେବେଳେ ପତ୍ନୀ ଅଚାନକ ସେଟରେ ପହଁଚିଲେ ଏବଂ ‘ଇଣ୍ଡିଆଜ୍ ଅସଲି ଚମ୍ପିୟନର ପିଲାମାନଙ୍କ ଦମକୁ ଦେଖି ଚକିତ ହୋଇଗଲେ ’’ । ସୁନୀଲ ଏହି ଟିଭି ଶୋ’ ଜରିଆରେ ପରଦାକୁ ପୁଣି ଫେରୁଛନ୍ତି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe