ଅଭିନେତା ସୁନୀଲ ସେଟ୍ଟୀ । ନିଜର ଏକ ଟିଭି ଶୋ’ ସୁଟିଂ ସମୟରେ ଅଚାନକ ନିଜ ସ୍ତ୍ରୀକୁ ଦେଖି ଚମକି ପଡିଲେ । ହଠାତ୍ କାହିଁକି ସେ ଏଠି ବୋଲି ଭାବିଲେ । ପରେ ଅସଲ କାରଣ ଜାଣିପାରିଲେ ।
ଅନ୍ନା ନାମରେ ପରିଚିତ ସୁନୀଲ ଏହି ସମୟରେ ରିୟଲିଟି ଷ୍ଟଣ୍ଟ ଶୋ’ ‘ଇଣ୍ଡିଆଜ୍ ଅସଲ ଚମ୍ପିୟନ... ହେ ଦମ୍ ’ର ସୁଟିଂ କରୁଛନ୍ତି । ସୁନୀଲ ଟ୍ୱିଟ୍ କରି କହିଛନ୍ତି –‘‘ଯେତେବେଳେ ପତ୍ନୀ ଅଚାନକ ସେଟରେ ପହଁଚିଲେ ଏବଂ ‘ଇଣ୍ଡିଆଜ୍ ଅସଲି ଚମ୍ପିୟନ’ର ପିଲାମାନଙ୍କ ଦମକୁ ଦେଖି ଚକିତ ହୋଇଗଲେ’’ । ସୁନୀଲ ଏହି ଟିଭି ଶୋ’ ଜରିଆରେ ପରଦାକୁ ପୁଣି ଫେରୁଛନ୍ତି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2017/05/sunil.jpg)