ଗାୟକ ସୁଖବିନ୍ଦର ସିଂହ ଏବେ ଏକ ମଜାକର କଥା କହିଛନ୍ତି । ୪୫ ବର୍ଷିୟ ଏହି ଗାୟକ ଏକ ସାକ୍ଷାତକାରରେ କହିଛନ୍ତି , କିଏ ତାଙ୍କର ବିବାହ କରିଦିଅ । ନୁହେଁତ କୁଅରେ ଡେଇଁ ଜୀବନ ହାରିବେ। ସେ କହିଛନ୍ତି , “ ମୁଁ ୩ଦିନ ହେଲା ଏ.ଆର୍ ରହମାନଙ୍କ ସହ ରେକଡିଂ ଷ୍ଟୁଡିଓରେ ଥିଲି । ରେହମାନ ଖାଲି ବିବାହ କରିବା କଥା କହି ଜୀବନ ଖାଇ ଦେଇଥିଲେ ” ।
ପ୍ରକୃତରେ ସୁଖବିନ୍ଦର ଚାହାନ୍ତି ତାଙ୍କର ଭାବି ପତ୍ନୀ ତାଙ୍କ ସହ କିଛି ସ୍ପେଶାଲ ଅନୁଭବ କରନ୍ତୁ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2017/03/sukhbindar.jpg)