ଶାହରୁଖ ଖାନଙ୍କ ମାର୍କସିଟ୍ ଭାଇରାଲ ! ଇଂରାଜୀରେ ମିଳିଥିଲା ୫୧ ମାର୍କ୍ସ

ଶାହରୁଖ ଖାନଙ୍କ ମାର୍କସିଟ୍ ଭାଇରାଲ ! ଇଂରାଜୀରେ ମିଳିଥିଲା ୫୧ ମାର୍କ୍ସ

source-http://navbharattimes.indiatimes.com

ସମସ୍ତେ ଜାଣନ୍ତି ବଲିଉଡ୍ ଅଭିନେତା ଶାହାରୁଖ ଖାନଙ୍କ ଇଂରାଜୀରେ ଭଲ ଜ୍ଞାନ ଥିବାର । କିନ୍ତୁ ଏହି ଅଭିନେତା ଏବେ ନିଜର ଆଡମିଶନ ଫର୍ମକୁ ନେଇ ଚର୍ଚ୍ଚାରେ । ସୋସିଆଲ ମିଡିଆରେ ଖୁବ୍ ଭାଇରାଲ ମଧ୍ୟ । ଖାସ୍ କଥା ହେଲା ଏହି ଆଡମିଶନ ଫର୍ମରେ ଶାହାରୁଖଙ୍କ ଇଂରାଜୀରେ ଥିବା ମାର୍କ୍ସ ନଜର ଆସିଛି ।

ହଂସରାଲ କଲେଜର ଏହି ଆଡମିଶନ ଫର୍ମ ଏବେ ଇଂଟରନେଟରେ ଖୁବ୍ ଭାଇରାଲ ସାଜିଛି । କିନ୍ତୁ ଏହାକୁ ନେଇ ସଠିକ୍ ଖବର ମିଳିନାହିଁ । ଏହି ମାର୍କ ସିଟରେ ଶାହାରୁଖ ୫୧ ନମ୍ବର ରଖିଥିବାର ଦେଖିବାକୁ ମିଳିଛି । ଆଉ ଏହାକୁ ନେଇ ଏବେ ଚାରିଆଡେ ଚର୍ଚ୍ଚା ଚାଲିଛି ।
ଦେଖନ୍ତୁ ଇଂଟରନେଟରେ ଭାଇରାଲ ଏହି ମାର୍କ୍ସସିଟକୁ -

marksheet

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe