ସେ କରୀନା କପୁରଙ୍କ ପୁଅ ତୈମୁର ହୁଅନ୍ତୁ ବା ସାହିଦ୍ କପୁରଙ୍କ ଝିଅ ମିଶା । ଏହି ଷ୍ଟାର୍ କିଡ୍ସ ଅନେକ ସମୟରେ କାମେରାରେ କଏଦ୍ ହୋଇଥାନ୍ତି । କିନ୍ତୁ ଯିଏ ଲୋକଙ୍କ ଠାରୁ ଓ ମିଡ଼ିଆ ନଜରରୁ ବହୁ ଦୂରରେ , ସେ ରାଣୀ ମୁଖାର୍ଜୀଙ୍କ ଝିଅ ଅଦିରା ।
ମୁମ୍ବାଇ ମିରର୍ ଅନୁସାରେ, ଏବେ ରାଣୀ ମୁଖାର୍ଜୀ ଓ ଆଦିତ୍ୟ ଚୋପ୍ରାଙ୍କ ଝିଅ ଅଦିରାର ଝଲକ ଦେଖିବାକୁ ମିଳିଛି । ସାଧାରଣରେ କେବେ ନଜର ଆସୁନଥିବା ରାଣୀଙ୍କ ଝିଅକୁ ବିମାନ ବନ୍ଦରରେ ଦେଖିବାକୁ ମିଳିଛି । ରାଣୀ ଏବେ ହଲିଡ଼େ ଟୁରରେ । ବ୍ଲୁ ଜମ୍ପସୁଟରେ ରାଣୀ ପରଫେକ୍ଟ ଲାଗୁଥିଲେ । ଆଉ ଝିଅ ଅଦିରା ପିଙ୍କ୍ ରଙ୍ଗର ବେବି ସୁଟ୍ ରେ କ୍ୱୁଟ୍ ଦେଖାଯାଉଥିଲେ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2017/06/rani.jpg)