ଫିଲ୍ମ ପ୍ରଯୋଜକ ରାମ ଗୋପାଳ ବର୍ମା । ଯିଏ ବିଶ୍ୱାସ ରଖନ୍ତି ନିଜର କାମ ଉପରେ । ବିବିସିକୁ ସାକ୍ଷାତକାରରେ କହିଛନ୍ତି , ସେ ନିଜକୁ ଶୋଲେ ଫିଲ୍ମର ଗବର ସିଂ ଭାବିଥାନ୍ତି । ଏବଂ ତାଙ୍କୁ ଲୋକଙ୍କ ପ୍ରଶଂସା ନୁହେଁ ଗାଳି ଶୁଣିବାକୁ ଭଲ ଲାଗେ ।
ଏହାଛଡା ଆଉ ମଧ୍ୟ ରାମ ଗୋପାଳ କହିଛନ୍ତି , “ ଟାଇଗର ଶ୍ରଫଙ୍କ ମାମଲାରେ ମୁୁଁ ଅନୁତପ୍ତ । ଏବେ ମୁଁ ସୋସିଆଲ ମିଡିଆରେ ଆଉ କୈାଣସି ବ୍ୟକ୍ତିଙ୍କ ଖରାପ ଟିପ୍ପଣୀ ଦେବି ନାହିଁ ” ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
