କରଣ ଜୋହର – ରାଜମୈାଲୀଙ୍କ ଫିଲ୍ମରୁ ବଲିଉଡ଼ରେ କମାଲ୍ ଦେଖେଇବେ ପ୍ରଭାସ୍ !

କରଣ ଜୋହର – ରାଜମୈାଲୀଙ୍କ ଫିଲ୍ମରୁ ବଲିଉଡ଼ରେ କମାଲ୍ ଦେଖେଇବେ ପ୍ରଭାସ୍ !

source-http://navbharattimes.indiatimes.com

ଏବେ ଶୁଣିବାକୁ ମିଳୁଛି ପ୍ରଭାସ ବଲିଉଡ଼ରେ ଡେବ୍ୟୁ କରିବେ । ଆଉ ଏହାକୁ ମିଳିତ ଭାବେ ପ୍ରଯୋଜନା କରିବେ ରାଜମୈାଲୀ ଓ କରଣ ଜୋହର । ପ୍ରଭାସ ଏହି ବିଷୟରେ କିଛି କହିନାହାଁନ୍ତି । କିନ୍ତୁ କହିଛନ୍ତି ଏହା ଖୁବ୍ ଭଲ ହେବ । ମୁଁ ଗତ କିଛି ବର୍ଷ ଧରି ଏହି ଦୁଇଜଣଙ୍କ ସହ କାମ କରୁଛି । ଏହି ଫିଲ୍ମରେ କାମ କଲେ ନିଜ ଘର ଫିଲ୍ମ ଭଳି ଲାଗିବ ।

‘ବାହୁବଳୀ’ରେ ନିଜର ଦମଦାର ଅଭିନୟ ପାଇଁ ଖୁବ୍ ଚର୍ଚ୍ଚିତ ହୋଇଛନ୍ତି ପ୍ରଭାସ । ବଡ ବଡ ଅଭିନେତାଙ୍କୁ ପଛରେ ପକାଇ ଦେଇଛନ୍ତି । ନିଜେ ଏକ ସ୍ୱତନ୍ତ୍ର ଛବି ତିଆରି କରିଦେଇଛନ୍ତି । ନିକଟରେ ୟୁଏସରେ ନିଜର ଛୁଟିକାଟି ଫେରିଛନ୍ତି ପ୍ରଭାସ । ଆଗାମୀ ଫିଲ୍ମ ‘ସାହୋ’ ର ପ୍ରସ୍ତୁତି କରୁଛନ୍ତି । ଏହି ଫିଲ୍ମଟି ମଧ୍ୟ ବାହୁବଳୀ ଭଳି ବହୁ ଭାଷାରେ ରିଲିଜ ହେବ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe