ଅଭିନେତ୍ରୀ–ମଡେଲ ଲିସା ହେଡେନ୍ ଗତ ୨୯ ଅକ୍ଟୋବରରେ ଫୁକେତ, ଥାଇଲ୍ୟାଣ୍ଡର ଅମନପୁରି ବିଚ୍ ରିସର୍ଟରେ ନିଜ ବୟଫ୍ରେଣ୍ଡ ଡିନୋ ଲାଲବାନୀଙ୍କୁ ବିବାହ କରିଛନ୍ତି ।
ଲିସା ପାଖାପାଖି ଗୋଟେ ବର୍ଷ ହେଲା ବ୍ରିଟେନର ବ୍ୟବସାୟୀ ଡିନୋଙ୍କୁ ଡେଟିଂ କରୁଥିଲେ । ଡିନୋ ହେଉଛନ୍ତି ପାକିସ୍ତାନରେ ଜନ୍ମିତ ବ୍ରିଟିଶ ଉଦ୍ୟୋଗପତି ଗୁଲୁ ଲାଲବାନୀଙ୍କ ପୁଅ । ଲିସା ଏହି ଖବର ନିଜର ଇଂଷ୍ଟାଗ୍ରାମରେ ସେୟାର କରିଛନ୍ତି । ଫିଲ୍ମ ‘ କ୍ୱିନ’ ଓ ‘ହାଉସଫୁଲ ୩ ’ରେ ନଜର ଆସିଛନ୍ତି ଲିସା ।
ଦେଖନ୍ତୁ ଏହି ଭିଡିଓ -
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2016/10/2-13.jpg)