ନିର୍ଦେଶକ କରଣ ଜୋହରଙ୍କ ଟକ୍ ସୋ’ ‘କଫି ଉଇଥି ଟକ୍ ସୋ ’ ସିଜିନ ୫ର ଦୁଇଟି ଟ୍ରେଲର ରିଲିଜ ହୋଇଛି । ଏହି ସୋ’ର ପ୍ରଥମ ଅତିଥି ଭାବେ ଶାହାରୁଖ ଖାନ୍ ଓ ଆଲିଆ ଭଟ୍ଟ ନଜର ଆସିଛନ୍ତି ।
ଗୋଟିଏ ଟ୍ରେଲରରେ କରଣ ଶାହାରୁଖଙ୍କୁ ପଚାରୁଛନ୍ତି ଆଲିଆ କାହାକୁ ଡେଟିଂ କରନ୍ତି ? ଶାହାରୁଖ କଣ ନିଜ ଝିଅକୁ କିସ୍ କରିବା ପୁଅକୁ ମାରିଦେବେ ? ଏମିତି ଏକ ଥଟ୍ଟା ମଜା ଓ ହସର ଖୋରାକ ସହ ଏହି ଟକ୍ ସୋ’ ଟ୍ରେଲର ରିଲିଜ ହୋଇଛି ।
ଦେଖନ୍ତୁ ଏହି ଭିଡିଓ -
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2016/10/Capture-11.jpg)