ପେରୁ ଫଟୋଗ୍ରାଫର ଟାୱେଲ ସିରିଜରେ ବଲିଉଡ୍ ଅଭିନେତ୍ରୀ । କ୍ୟାଟରିନା କୈଫ୍ ଏହି ସିରିଜରେ ପେରୁର ଫ୍ୟାଶନ ଫଟୋଗ୍ରାଫର ମାରିୟୋ ଟେଷ୍ଟିନୋ ‘ଟାୱେଲ ସିରିଜ’ରେ ପ୍ରଥମ ବଲିଉଡ ଷ୍ଟାର ଭାବେ ଫିଚରିଂ ହୋଇଛନ୍ତି ।
ମାରିୟୋଙ୍କ ଦ୍ୱାରା ଉଠାଯାଇଥିଲା ଫଟୋକୁ ସେୟାର କରିଛନ୍ତି କ୍ୟାଟରିନା । ସେଥିରେ ଲେଖିଛନ୍ତି –“ମାରିଆ ଟେଷ୍ଟିନୋ ,ପ୍ରସିଦ୍ଧ ଟାୱେଲ ସିରିଜ ସୁଟିଂ କରେଇବାର ସୁନ୍ଦର ଅନୁଭବ ପାଇଁ ଧନ୍ୟବାଦ ”ା ମାରିୟୋ ବ୍ରିଟେନ ସ୍ପିୟର ଭଳି ଅନେକ ଅନ୍ତର୍ଜାତୀୟ ହସ୍ତିମାନଙ୍କ ଫଟୋ ଉଠାଇଛନ୍ତି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2017/04/kartina-kaif.jpg)