‘ଠଗ୍ସ ଅଫ୍ ହିନ୍ଦୁସ୍ତାନ’ରେ ଆମିରଙ୍କ ସହ ନଜର ଆସିବେ କ୍ୟାଟରିନା କୈଫ୍

‘ଠଗ୍ସ ଅଫ୍ ହିନ୍ଦୁସ୍ତାନ’ରେ ଆମିରଙ୍କ ସହ ନଜର ଆସିବେ କ୍ୟାଟରିନା କୈଫ୍

source-https://www.thenews.com.pk/

ଆଗାମୀ ଫିଲ୍ମ ‘ଠଗ୍ସ ଅଫ୍ ହିନ୍ଦୁସ୍ତାନ’ରେ ଅଭିନେତା ଆମିର ଖାନଙ୍କ ସହ ନଜର ଆସିବେ କ୍ୟାଟରିନା କୈଫ୍ । ଆମିର ଏହା ବିଷୟରେ କହିବାକୁ ଯାଇ ଲେଖିଛନ୍ତି , “ ଶେଷରେ ଆମକୁ ଆମର ଶେଷ ଠକ ମିଳିଗଲା... କ୍ୟାଟରିନା ” । କ୍ୟାଟଙ୍କୁ ସ୍ୱାଗତ ।
ୟଶରାଜ୍ ବ୍ୟାନରରେ ନିର୍ମିତ ଏହି ଫିଲ୍ମରେ ନିର୍ଦ୍ଦେଶନା ଦେବେ ବିଜୟ କୃଷ୍ଣ ଆଚାର୍ଯ୍ୟ । ଏଥିରେ ପ୍ରଥମ ଥର ଆମିରଙ୍କ ସହ ଅମିତାଭ ବଚ୍ଚନ କାମ କରିବେ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe