ମୋ ପିଲା ଫିଲ୍ମରେ କ୍ୟାରିୟର କଲେ ଖୁସି ହେବି : ଜୁହି ଚାୱଲା

ମୋ ପିଲା ଫିଲ୍ମରେ କ୍ୟାରିୟର କଲେ ଖୁସି ହେବି : ଜୁହି ଚାୱଲା

source-inshort

ବଲିଉଡ ଅଭିନେତ୍ରୀ ଜୁହି ଚାୱଲା । ପ୍ରଶଂସକମାନଙ୍କୁ କହିଛନ୍ତି ନିଜ ମନର କଥା । ନିଜ ପିଲାମାନେ ଯଦି ଫିଲ୍ମରେ କ୍ୟାରିୟର କରିବେ ସେ ବହୁତ ଖୁସି ହେବେ । ଜୁହିଙ୍କର ଝିଅ ଜାହ୍ନବୀ (୧୬) ଓ ପୁଅ ଅର୍ଜୁନ (୧୪) ଖୁବ୍ ଲାଜକୁଳା । ସେମାନେ କେବେ ବି ଜୁହିଙ୍କ ସହ ସୁଟିଂ ସେଟକୁ ଆସନ୍ତି ନାହିଁ କି ତାଙ୍କ ସହ ଫିଲ୍ମ ଦେଖନ୍ତି ନାହିଁ । ଜୁହି କହିଛନ୍ତି–“ ମୋତେ ପ୍ରକୃତରେ ଜଣା ନାହିଁ ସେମାନେ କଣ କରିବେ ” ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe