ହନୁମାନ ଚାଳିଶା ଗାଇ ଜିଣିଲେ ହୃଦୟ : ୫ବର୍ଷୀୟ ଶିଶୁଙ୍କୁ ଗୀତ ପାଇଁ ସାଇନ କଲେ ହିମେଶ ରେଶମିଆ

144

ବୟସ ତାଙ୍କର ୫ ବର୍ଷ । ହେଲେ ସେ ସୁମଧୁର କଣ୍ଠରେ ଜିଣିଛନ୍ତି ହୃଦୟ । ସେ ହେଉଛନ୍ତି ଜୟେଶ୍ । ସା-ରେ-ଗା-ମା-ପା ଲିଟିଲ୍ ଚ୍ୟାମ୍ପସରେ ହନୁମାନ ଚାଳିଶା ଗାଇ ମନ୍ତ୍ରମୁଗ୍ଧ କରିଦେଇଛନ୍ତି ଜୟେଶ । ଆଉ ଏହି ସୋ ର ବିଚାରକ ତଥା ଗାୟକ ହିମେଶ ରେଶମିଆ ଖୁବ୍ ପ୍ରଭାବିତ ହୋଇଛନ୍ତି ଜୟେଶଙ୍କ ପ୍ରତିଭାରେ ।

ଜୟେଶଙ୍କୁ ଗାଇବାର ସୁଯୋଗ ଦେଇଛନ୍ତି ଏକ ଗୀତରେ ଏବଂ ଏଥିପାଇଁ ସାଇନ୍ କରିଚନ୍ତି ତାଙ୍କୁ । ଆଉ କହିଛନ୍ତି ହିମେଶ , ଯଦି ଜୟେଶଙ୍କୁ ଗାଇଡ କରାଯାଏ ତ ସେ ଜଣେ ଭଲ ଗାୟକ ହୋଇ ବାହାରିବେ ।
ଦେଖନ୍ତୁ ଏହି ଭିଡିଓ –