ସୋସିଆଲ ମିଡିଆରେ ଏବେ ଏକ ଭିଡିଓ ଖୁବ୍ ଭାଇରାଲ ସାଜିଛି । ଭାରତୀୟ ଦଳର ପୂର୍ବ ଅଧିନାୟକ ମହେନ୍ଦ୍ର ସିଂ ଧୋନିଙ୍କ ଏକ ଭିଡିଓ ସାମ୍ନାକୁ ଆସିଛି । ଏଥିରେ ପ୍ରଭୁଦେବାଙ୍କ ଠାରୁ ଲୁଙ୍ଗି ଡ୍ୟାନ୍ସ ଶିଖୁଛନ୍ତି ଧୋନି ।
ଏହି ଭିଡିଓରେ ଧୋନି ଓ ପ୍ରଭୁଦେବା ବାଇକ୍ ନିର୍ମାତା କଂପାନୀର ଶୋ’ରୁମ୍ ରେ ନୃତ୍ୟ କରୁଛନ୍ତି । ସୂଚନା ଅନୁସାରେ ରବିବାର ଦିନ ଆଇପିଏଲର ଫାଇନାଲ ମ୍ୟାଚରେ ଧୋନିଙ୍କ ପୁନେ ଦଳ ସାମ୍ନା କରିବ ମୁମ୍ବାଇ ସହ ।
ଦେଖନ୍ତୁ ଏହି ଭିଡିଓ –
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2017/05/lungi-dance.jpg)