ଚର୍ଚ୍ଚାରେ ବାହୁବଳୀ ପ୍ରଭାସ ! ‘ବାହୁବଳୀ ୨’ ରିଲିଜ ପୂର୍ବରୁ ପ୍ରଭାସଙ୍କୁ ସ୍ୱତନ୍ତ୍ର ଉପହାର

ଚର୍ଚ୍ଚାରେ ବାହୁବଳୀ ପ୍ରଭାସ ! ‘ବାହୁବଳୀ ୨’ ରିଲିଜ ପୂର୍ବରୁ ପ୍ରଭାସଙ୍କୁ ସ୍ୱତନ୍ତ୍ର ଉପହାର

source-http://navbharattimes.indiatimes.com

ରିଲିଜ ପୂର୍ବରୁ ଫିଲ୍ମ ‘ବାହୁବଳୀ ୨’ ସାଜିଛି ଖୁବ୍ ଲୋକପ୍ରିୟ । ଚାରିଆଡେ ଚର୍ଚ୍ଚା ଏହି ଫିଲ୍ମ ସହ ନାୟକ ପ୍ରଭାଙ୍କର । ଅଭିନେତା ପ୍ରଭାସଙ୍କ ପ୍ରବଳ ଆଗ୍ରହ ଓ ଉତ୍ସାହକୁ ଅନେକ ଥର ଖୁବ୍ ତାରିଫ କରିଛନ୍ତି ନିର୍ଦ୍ଦେଶକ ଏସ.ଏସ.ରାଜାମୈାଳୀ । ଏବେ ଶୁଣିବାକୁ ମିଳିଛି ରାଜାମୈାଳୀ ପ୍ରଭାସଙ୍କ ଦେବାକୁ ଯାଉଛନ୍ତି ଏକ ସ୍ୱତନ୍ତ୍ର ଉପହାର । ଏହା ହେଉଛି ଫିଲ୍ମରେ ବାହୁବଳୀ ଭୂମିକାରେ ପ୍ରଭାସ ପିନ୍ଧିଥିବା ‘କବଚ’

ରାଜାମୈାଳୀ କହନ୍ତି , ଏହି ଫିଲ୍ମ ପାଇଁ ଅଭିନେତା ପ୍ରଭାସ ଅନେକ ପରିଶ୍ରମ କରିଛନ୍ତି । ଆଉ ଏହା ସହ ଅନ୍ୟ କୈାଣସି ପ୍ରୋଜେକ୍ଟରେ ମଧ୍ୟ ୩ ବର୍ଷ ପାଇଁ କାମ କରିନାହାଁନ୍ତି । ସବୁବେଳେ ଫିଲ୍ମକୁ ନେଇ ଭାବିଛନ୍ତି । ଫିଲ୍ମରେ ଏକ ସ୍ୱତନ୍ତ୍ର ଛାପ ଛାଡିବାର ପ୍ରୟାସ କରିଛନ୍ତି ପ୍ରଭାସ । ଯାହା ତାଙ୍କୁ ଆଜି କରିଦେଇଛି ଲୋକପ୍ରିୟ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe