ନୂଆ ବିଜ୍ଞାପନ ‘ ଅବ୍ ସମଝୋତା ନହିଁ ’ରେ ଅମିତାଭ

ନୂଆ ବିଜ୍ଞାପନ ‘ ଅବ୍ ସମଝୋତା ନହିଁ ’ରେ ଅମିତାଭ

source- inshort news

11ବଲିଉଡ ମେଗାଷ୍ଟାର ଅମିତାଭ୍ ବଚ୍ଚନ । ବୟସର ଛାପ ରୋକି ପାରିନି ରିଲ୍ ଲାଇଫକୁ । ଚିତ୍ର ଚରିତ୍ରର ଜଣେ ଅପୂର୍ବ ସୈାଦାଗର । ଫିଲ୍ମ ଓ ବିଜ୍ଞାପନରେ ଖୁବ୍ ସକ୍ରିୟ ।

22ଏବେ ଏକ ଡିଜିଟାଲ ଚ୍ୟାନେଲ “ବ୍ଲଶ”ର  ନୂଆ ବିଜ୍ଞାପନ ‘ ଅବ୍ ସମଝୋତା ନହିଁ ’ରେ ନଜର ଆସିଛନ୍ତି । ଏହି ଭିଡିଓରେ ମହିଳା ଓ ପୁରୁଷଙ୍କ ଭିତରେ ହେଉଥିବା ଭେଦଭାବ ଏବଂ ମହିଳାମାନେ ସମାଜ ଜୁଲମରେ ନିଜକୁ ବୁଝାମଣା କରିନେବାକୁ ଦର୍ଶାଯାଇଛି । ଏହି ଭିଡିଓରେ ସବୁ ଚରିତ୍ରରେ ଅମିତାଭ ନିଜେ ସ୍ୱର ଦେଇଛନ୍ତି ।

ଦେଖନ୍ତୁ ଏହି ବିଜ୍ଞାପନର ଭିଡିଓ -

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe