ବଲିଉଡ ମେଗାଷ୍ଟାର ଅମିତାଭ୍ ବଚ୍ଚନ । ବୟସର ଛାପ ରୋକି ପାରିନି ରିଲ୍ ଲାଇଫକୁ । ଚିତ୍ର ଚରିତ୍ରର ଜଣେ ଅପୂର୍ବ ସୈାଦାଗର । ଫିଲ୍ମ ଓ ବିଜ୍ଞାପନରେ ଖୁବ୍ ସକ୍ରିୟ ।
ଏବେ ଏକ ଡିଜିଟାଲ ଚ୍ୟାନେଲ “ବ୍ଲଶ”ର ନୂଆ ବିଜ୍ଞାପନ ‘ ଅବ୍ ସମଝୋତା ନହିଁ ’ରେ ନଜର ଆସିଛନ୍ତି । ଏହି ଭିଡିଓରେ ମହିଳା ଓ ପୁରୁଷଙ୍କ ଭିତରେ ହେଉଥିବା ଭେଦଭାବ ଏବଂ ମହିଳାମାନେ ସମାଜ ଜୁଲମରେ ନିଜକୁ ବୁଝାମଣା କରିନେବାକୁ ଦର୍ଶାଯାଇଛି । ଏହି ଭିଡିଓରେ ସବୁ ଚରିତ୍ରରେ ଅମିତାଭ ନିଜେ ସ୍ୱର ଦେଇଛନ୍ତି ।
ଦେଖନ୍ତୁ ଏହି ବିଜ୍ଞାପନର ଭିଡିଓ -
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2016/09/ammi.jpg)