ବଲିଉଡ୍ ଅଭିନେତ୍ରୀ ଆଲିଆ ଭଟ୍ଟ ଏକ ସ୍ମାର୍ଟଫୋନ୍ ଗେମ୍ ‘ ଆଲିଆ ଭଟ୍ଟ-ଷ୍ଟାର୍ ଲାଇଫ୍’ ଲଂଚ କରିଛନ୍ତି । ଏହି ଗେମର ଖାସ୍ କଥା ହେଲା ଏଥିରେ ଆଲିଆଙ୍କ ଡିଜିଟାଲ ପ୍ରବେଶ ରହିବ ।
ଏହି ଡିଜିଟାଲ ଗେମ୍ ଜରିଆରେ ଗେମ୍ ଖେଳାଳୀ ଭର୍ଚୁଆଲ୍ ଦୁନିଆରେ ପହଁଛି ପାରିବ । ଫିଲ୍ମର ଚରିତ୍ର, ଟିଭିଶୋ’,ଫ୍ୟାଶନ ,ମଡେଲିଂ ଭଳି ଅନେକ ଗତିବିଧିରେ ଭାଗ ନେଇ ଏହା ସମ୍ବନ୍ଧୀୟ ଇଣ୍ଟରଭ୍ୟୁ ଦେଇ ଗେମକୁ ଆଗକୁ ବଢାଇବାର ସୁବିଧା ରହିଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2017/03/alia_bhatt_2.jpg)