କନକ ବ୍ୟୁରୋ: ଭାରତ-ଇଂଲଣ୍ଡ ମଧ୍ୟରେ ଆଜି ହେବ ହୋଇଭୋଲ୍ଟେଜ ମୁକାବିଲା । ଏହି ମ୍ୟାଚରେ ଟସ ଜିତି ଇଂଲଣ୍ଡ ବୋଲିଂ ନିଷ୍ପତ୍ତି ନେଇଛି । ଫଳରେ ବ୍ୟାଟିଂ କରିବାକୁ ମୈଦାନକୁ ଓହ୍ଲାଇବ ଟିମ ଇଣ୍ଡିଆ । ଭାରତ ଏକ ବଡ ସ୍କୋର କରିବା ଲକ୍ଷ୍ୟରେ ରହିବ । କାରଣ ଆଜିର ମ୍ୟାଚ ଜିତି ଭାରତ ସେମିଫାଇନାଲରେ ପ୍ରବେଶ ଲକ୍ଷ୍ୟରେ ରହିଛି । ଭାରତ ବିଶ୍ୱକପରେ ଏବେ ଯାଏଁ ଗୋଟିଏ ବି ମ୍ୟାଚରେ ପରାଜିତ ହୋଇନଥିବା ବେଳେ ଇଂଲଣ୍ଡ ୫ଟି ମ୍ୟାଚରେ ପରାଜିତ ଓ ଗୋଟିଏ ବିଜୟୀ ହୋଇ ପଏଣ୍ଟ ଟେବୁଲର ଶୀର୍ଷରେ ରହିଛି ।
ଭାରତ-ଇଂଲଣ୍ଡ ମୁକାବିଲା: ଟସ ଜିତି ଇଂଲଣ୍ଡର ବୋଲିଂ ନିଷ୍ପତ୍ତି, ବ୍ୟାଟିଂ କରିବ ଭାରତ
/kanak/media/post_attachments/wp-content/uploads/2023/10/349066.webp)
Advertisment
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/12/27/2025-12-27t123421491z-506359015_3114607832035873_6253119802954867050_n-2025-12-27-18-04-21.jpg)