ରାଜଧାନୀରୁ ଅପହୃତ ଇଞ୍ଜିନିୟରିଂ ଛାତ୍ର ଉଦ୍ଧାର ! ୬ ଅଭିଯୁକ୍ତ ଗିରଫ, ଟାଭେରା ଓ ବାଇକ ଜବତ କଲା ଖଣ୍ଡଗିରି ପୋଲିସ

Advertisment
ରାଜଧାନୀରୁ ଅପହୃତ ଇଞ୍ଜିନିୟରିଂ ଛାତ୍ର ଉଦ୍ଧାର ! ୬ ଅଭିଯୁକ୍ତ ଗିରଫ, ଟାଭେରା ଓ ବାଇକ ଜବତ କଲା ଖଣ୍ଡଗିରି ପୋଲିସ

image courtesy-https://timesofindia.indiatimes.com

କନକ ବ୍ୟୁରୋ : ଗତକାଲି ରାଜଧାନୀରୁ ଅପହରଣ ହୋଇଥିବା ଇଞ୍ଜିନିୟରିଂ ଛାତ୍ରକୁ ଉଦ୍ଧାର କରିଛି ପୋଲିସ  । ଖଣ୍ଡଗିରି ପୋଲିସ ଅପହୃତ ଛାତ୍ରକୁ ଉଦ୍ଧାର କରିବା ସହ ୬ଜଣ ଅଭିଯୁକ୍ତକୁ ଗିରଫ କରିଛି। ଗତକାଲି ଇଞ୍ଜିନିୟରିଂ ଛାତ୍ରଙ୍କୁ ଅପହରଣ କରି ୧୦ଲକ୍ଷ ଟଙ୍କା ମୁଣ୍ଡ ଜାମିନ ମାଗିଥିଲେ ଅପହରଣକାରୀ । କିନ୍ତୁ ତା ପୂର୍ବରୁ ଅପହରଣକାରୀଙ୍କୁ ଗିରଫ କରିଥିଲା ପୋଲିସ । ୬ ଜଣଙ୍କୁ ଗିରଫ କରିବା ସହ ଅପହରଣରେ ବ୍ୟବହାର ହୋଇଥିବା ଟାଭେରା ଓ ବାଇକ ଜବତ କରିଛି ପୁଲିସ  ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe