ଟ୍ରାକରେ ଚାଲିବା ବେଳେ ଭାଗ ଭାଗ ହୋଇଗଲା ବିଶାଖା ଏକ୍ସପ୍ରେସ । ଏସି ବଗିକୁ ନେଇ ଚାଲିଗଲା ଇଂଜିନ୍, ବିନା ଇଂଜିନରେ ଗଡିଲା ଅନ୍ୟ ବଗି, ଯାତ୍ରୀଙ୍କ ଭିତରେ ପଶିଲା ଛନକା ।

Advertisment
ଟ୍ରାକରେ ଚାଲିବା ବେଳେ ଭାଗ ଭାଗ ହୋଇଗଲା ବିଶାଖା ଏକ୍ସପ୍ରେସ । ଏସି ବଗିକୁ ନେଇ ଚାଲିଗଲା ଇଂଜିନ୍, ବିନା ଇଂଜିନରେ ଗଡିଲା ଅନ୍ୟ ବଗି, ଯାତ୍ରୀଙ୍କ ଭିତରେ ପଶିଲା ଛନକା ।

କନକ ବ୍ୟୁରୋ : ଟ୍ରାକରେ ଚାଲୁଥିବା ବେଳେ ଭାଗ ଭାଗ ହୋଇଗଲା ବିଶାଖା ଏକ୍ସପ୍ରେସ । ବାଲୁଗାଁ ବଡକୁଳ ଠାରେ ରେଲୱେ କ୍ରସିଂ ପୂର୍ବରୁ ଘଟିଲା ଏଭଳି ବଡ ଧରଣର ଅଘଟଣ । ଟ୍ରାକରେ ଚାଲୁଥିବା ବେଳେ ଭାଗ ଭାଗ ହୋଇଗଲା ଟ୍ରେନ । ଇଂଜିନ ସହ ଏସି ବଗି ଅଲଗା ହୋଇ ଚାଲିଲା ତ ପଛରେ ବିନା ଇଂଜିନରେ ଗଡିଲା ବାକି ବଗି ଗୁଡିକ । ଭୁବନେଶ୍ୱର ସିକନ୍ଦରାବାଦ ବିଶାଖା ଏକ୍ସପ୍ରେସରେ ଦେଖିବାକୁ ମିଳିଛି ଏପରି ଅଭାବନୀୟ ଦୃଶ୍ୟ । ଶେଷ ଖବର ସୁଦ୍ଧା ଟ୍ରେନର ସମସ୍ତ ଯାତ୍ରୀ ସୁରକ୍ଷିତ ଥିବା ଜଣାପଡିଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe