କାମାକ୍ଷାନଗରରେ ଦୁର୍ଦ୍ଦାନ୍ତ ଅପରାଧୀକୁ ଏନକାଉଣ୍ଟର । ସୁବାସ ଖୁଣ୍ଟିଆର ଗୋଡରେ ବାଜିଛି ଗୁଳି ।

Advertisment
କାମାକ୍ଷାନଗରରେ ଦୁର୍ଦ୍ଦାନ୍ତ ଅପରାଧୀକୁ ଏନକାଉଣ୍ଟର । ସୁବାସ ଖୁଣ୍ଟିଆର ଗୋଡରେ ବାଜିଛି ଗୁଳି ।

କନକ ବ୍ୟୁରୋ: କାମାକ୍ଷାନଗରରେ ଏନକାଉଣ୍ଟର । ଦୁର୍ଦ୍ଦାନ୍ତ ଅପରାଧି ସୁବାସ ଖୁଂଟିଆକୁ ଏନକାଉଣ୍ଟର କରିଛି ପୋଲିସ । କାମାକ୍ଷାନଗର ଥାନା ଖୁଣ୍ଟାପଶି ଗୁଣ୍ଡିଚାନାଳି ଜଙ୍ଗଲ ରାସ୍ତାରେ ଭୋର ସମୟରେ ଏନକାଉଣ୍ଟର କରାଯାଇଛି । ସୁବାସର ଡାହାଣ ଗୋଡରେ ଗୁଳି ବାଜିଛି । ସୁବାସ ନାଁରେ ବିଭିନ୍ନ ଥାନାରେ ୧୮ରୁ ଅଧିକ ମାମଲା ଥିବା ଜଣାପଡ଼ିଛି । ସୁବାସକୁ ଗିରଫ କରିବାକୁ ଯାଇଥିବା ବେଳେ ସେ ପ୍ରଥମେ ପୋଲିସ ଉପରକୁ ଗୁଳିମାଡ଼ କରିଥିଲା । ଜବାବରେ ପୋଲିସ ଗୁଳି କରିଥିଲା ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe