କନକ ବ୍ୟୁରୋ: ରାଜ୍ୟରେ ଗ୍ରୀଷ୍ମ ପ୍ରବାହକୁ ନେଇ ପାଣିପାଗ କେନ୍ଦ୍ର ପକ୍ଷରୁ ସତର୍କ କରାଯାଇଛି । ୨ ଦିନ ଭିତରେ ଆଭ୍ୟନ୍ତରୀଣ ଓଡିଶାରେ ତାମପାତ୍ରା ବଢିବ ବୋଲି ସତର୍କ କରାଯାଇଛି । ଦୈନିକ ତାପମାତ୍ରା ଆହୁରି ୨ ଡିଗ୍ରୀ ବଢିବ ବୋଲି କୁହାଯାଇଛି ।
ପଶ୍ଚିମ ଓଡିଶାରେ ପାରଦ ଛୁଇଁବ ୪୫ ଡିଗ୍ରୀ! ଗ୍ରୀଷ୍ମ ପ୍ରବାହ ନେଇ ପାଣିପାଗ ବିଭାଗ କଲା ସତର୍କ।
/kanak/media/post_attachments/wp-content/uploads/2022/06/summer.jpg)