କନକ ବ୍ୟୁରୋ: ଟ୍ୱିଟର ବିରୋଧରେ ମାମଲା ଦାୟର କରିଲେ ଏଲନ ମସ୍କ । ଟ୍ୱିଟର ଓ ମାଇକ୍ରୋ ବ୍ଲଗିଙ୍ଗ ସାଇଟ୍ ଟୁଇଟର ମଧ୍ୟରେ ଲଢେଇ ଏବେ କୋର୍ଟରେ ଲଢାଯିବ । ୪୪ ବିଲିଅନ ଡଲାର ଡିଲ ରବ୍ଦ ହେବା ଘଟଣାରେ ଆମେରିକାର କୋର୍ଟ ଆସନ୍ତା ଅକ୍ଟୋବର ୧୭ ରେ ଶୁଣାଣି କରିବ ।
ମସ୍କଙ୍କ ଓକିଲଙ୍କ ତରଫରୁ ଦାଖଲ ହେଇଥିବା ପତ୍ରରେ କୁହାଯାଇଛି ଟ୍ୱିଟର ପ୍ରି ଟ୍ରାୟଲ ପ୍ରୋସେସରେ ସହଯୋଗ କରୁନାହିଁ । ସେହିପରି ଟ୍ୱିଟର ସେ ଡକ୍ୟୁମେଣ୍ଟ ଗୁଡିକ ମଧ୍ୟ ଦେବାକୁ ରାଜି ହେଉନାହିଁ ଯେଉଁଗୁଡିକୁ ଦେବାରେ କୌଣସି ଆପତି ନାହିଁ ବୋଲି ଓକିଲଙ୍କ ପ କ୍ଷରୁ କୁହାଯାଇଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2022/05/Elon-Musk-Twitter-2.jpg)