କନକ ବ୍ୟୁରୋ: ପୁଣି ଥରେ ଚର୍ଚାରେ ଏଲନ ମସ୍କ । ନିଜର ମୋଟ ସମ୍ପତିକୁ ନେଇ ଏବେ ସେ ଚର୍ଚାରେ । ବିଶ୍ୱର ସବୁଠାରୁ ଧନିର ଆଖ୍ୟା ହାସଲ କରିଛନ୍ତି ମସ୍କ । ପାକିସ୍ତାନର ଘରୋଇ ଉତ୍ପାଦ ଠାରୁ ଟେସଲା ମାଲିକ ଏଲନ ମସ୍କଙ୍କ ସମ୍ପତି ଅଧିକ । ନିକଟରେ ମସ୍କଙ୍କ କମ୍ପାନୀ ଟେସଲା ର ସେୟାରରେ ବୃଦ୍ଧି ପାଇବା ପରେ ୩୦୦ ବିଲି୍ଅନ ଡଲାର ସମ୍ପତିର ମାଲିକ ହୋଇଛନ୍ତି ମସ୍କ ।
ତେବେ ଏ ସଫଳତାକୁ ଛୁଇଁବାରେ ମସ୍କ ପ୍ରଥମ ବ୍ୟକ୍ତିବିଶେଷ । ତେବେ ପାକିସ୍ତାନରେ ୨୨ କୋଟିରୁ ଅଧିକ ଲୋକ ଥିଲେ ମଧ୍ୟ ମସ୍କଙ୍କ ସମ୍ପତି ତୁଳନାରେ ପାକିସ୍ତାନର ଜିଡିପି ଖୁବ କମ୍ ରହିଛି । ଖାଲି ପାକିସ୍ତାନ ନୁହେଁ ନିୟୁଜିଲ୍ୟାଂଡ , ପର୍ତୁଗାଲ ଭଳି ଦେଶର ଅର୍ଥବ୍ୟବ୍ୟବସ୍ତାର ସମ୍ପତି ମଧ୍ୟ ଏଲୋନଙ୍କ ସମ୍ପତିଠାରୁ ଢେର କମ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2021/10/elon-musk.jpg)