ରାଜଧାନୀ ରାଜରାସ୍ତାରେ ବୁଲୁଛନ୍ତି ଗଜରାଜ । ଭୁବନେଶ୍ୱର ଅନ୍ଧାରୁଆ ଅଞ୍ଚଳରେ ଜନବସତି ମୁହାଁ ହାତୀ ।

ରାଜଧାନୀ ରାଜରାସ୍ତାରେ ବୁଲୁଛନ୍ତି ଗଜରାଜ । ଭୁବନେଶ୍ୱର ଅନ୍ଧାରୁଆ ଅଞ୍ଚଳରେ ଜନବସତି ମୁହାଁ ହାତୀ ।

କନକ ବ୍ୟୁରୋ: ରାଜଧାନୀ ରାଜରାସ୍ତାରେ ବୁଲୁଛନ୍ତି ଗଜରାଜ । ଭୁବନେଶ୍ୱର ଉପକଣ୍ଠ ଅନ୍ଧାରୁଆ ଦାସପୁର ନିକଟରେ ବୁଲୁଛନ୍ତି ହାତୀ । ଜନବସତି ମୁହାଁ ହେଉଛନ୍ତି ଗଜରାଜ । ଗତକାଲି ରାତିରେ ଜଙ୍ଗଲ ପଟୁ ଆସି ରାସ୍ତା ପାର ହେଉଥିବାର ଏହି ଦୃଶ୍ୟ ଦେଖନ୍ତୁ । ନୀତିଦିନ ଏହିଭଳି ଭାବେ ହାତୀ ପଲ୍ଲ ଜଙ୍ଗଲ ପଟୁ ଆସି ଜନବସତି ଆଡକୁ ଯାଉଛନ୍ତି । ଦିନ ଓ ରାତି ସମୟରେ ଏଭଳି ଯାତାୟାତ କରି ଫସଲ ନଷ୍ଟ କରୁଛନ୍ତି। ଲୋକେ ମଧ୍ୟ ଏହାକୁ ନେଇ ଭୟଭୀତ ଥିବା ବେଳେ ଖାଦ୍ୟ ପାଇଁ ହାତୀ ରାସ୍ତା ପାର ହେଉ ଯାଉଥିବା କହିଛନ୍ତି ଜଙ୍ଗଲ ବିଭାଗ କର୍ମଚାରୀ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe