କନକ ବ୍ୟୁରୋ: କ୍ୟାମେରାରେ ରେକର୍ଡ ହେଲା ଦନ୍ତା ହାତୀର ଯୁଦ୍ଧ । ଆଠଗଡ ଅଂଚଳରେ ଦୁଇ ଦନ୍ତା ହାତୀଙ୍କ ଘମାଘୋଟ ଲଢେଇ କନକ ନ୍ୟୁଜ୍ କ୍ୟାମେରାରେ ରେକର୍ଡ ହୋଇଛି । ବେଶ୍ କିଛି ସମୟ ଧରି ଏହି ଦୁଇ ହାତୀଙ୍କ ଲଢେଇ ଜାରି ରହିଥିଲା । କୁହାଯାଉଛି, ଏକ ମାଈ ହାତୀର ନିକଟବର୍ତ୍ତୀ ହେବା ପାଇଁ ଏହି ଦୁଇ ଦନ୍ତାଙ୍କ ଭିତରେ ଯୁଦ୍ଧ ଲାଗିଥିଲା ।

Advertisment

ଏହା ସହ ଦେଖନ୍ତୁ ଏହି ଭିଡିଓ-