କନକ ବ୍ୟୁରୋ: କଟକ ବଡମ୍ବା ରେଞ୍ଜ ଅଞ୍ଚଳରେ ହାତୀ ଉପଦ୍ରବ ଦେଖିବାକୁ ମିଳିଛି । ଜଙ୍ଗଲ ତଟବର୍ତ୍ତି ଅଞ୍ଚଳରେ ଚାଷ କରିଥିବା ଚାଷୀଙ୍କ ବର୍ଷକର ଧାନ ନଷ୍ଟ କରୁଛନ୍ତି ହାତୀପଲ । ସଂଜନଇଁବା ମାତ୍ରେ ୨୨ ଟିକିଆ ହାତୀପଲ ଜଙ୍ଗଲରୁ ବାହାରି ଚାଷଜମି ମୁହାଁ ହେଉଛନ୍ତି । ଫଳରେ ଧାନ ଅମଳକୁ ନେଇ ଚିନ୍ତାରେ ପଡ଼ିଛନ୍ତି ଚାଷୀ । ଆଜିକୁ ପାଖାପାଖି ୧୨ ଦିନ ହେଲାଣି ହାତୀପଲଙ୍କ ଉତ୍ପାତ ଲାଗି ରହିଛି । ବନବିଭାଗ ପକ୍ଷରୁ ହେଉନି କୌଣସି କାର୍ଯ୍ୟାନୁଷ୍ଠାନ ।
ବଡମ୍ବା ଅଞ୍ଚଳରେ ହାତୀପଲ ଆତଙ୍କ। ସଞ୍ଜ ନଇଁଲେ ଚାଷଜମି ମୁହାଁ ୨୨ ଟିକିଆ ହାତୀପଲ।
/kanak/media/post_attachments/wp-content/uploads/2022/11/vlcsnap-2022-11-21-18h39m14s112.png)
Advertisment
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)